କୁଆଖାଇ, କୁଶଭଦ୍ରା, ଭାର୍ଗବୀ ନଦୀରେ ବନ୍ୟା ଆଶଙ୍କା

ବିପଦ ସଙ୍କେତ ତଳେ ପାଣି, ଦୟା ଓ ଧନୁଆକୁ ପଶିଲା ବନ୍ୟାଜଳ, ଆଜି ଆହୁରି ବଢ଼ିବ ବାଲିଅନ୍ତା/ବାଲିପାଟଣା : ଲଗାଣ ବର୍ଷା ସାଂଗକୁ ମହାନଦୀର ହୀରାକୁଦରେ ଗେଟ୍‌ ଖୋଲା ହେବା ପରେ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଆଜି ଭୋର୍‌ ସମୟରୁ ଧୀରେ ଧୀରେ ଏହି ତିନି ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏଯାଏ ନଦୀଗୁଡ଼ିକ କୂଳ ଲଂଘି ନଥିଲେ … Continue reading କୁଆଖାଇ, କୁଶଭଦ୍ରା, ଭାର୍ଗବୀ ନଦୀରେ ବନ୍ୟା ଆଶଙ୍କା